Libros importados hasta 50% OFF + Envío Gratis a todo USA  Ver más

menu

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Sati Sadhwi Kulata (in Oriya)
Type
Physical Book
Language
Oriya
Pages
160
Format
Paperback
Dimensions
21.6 x 14.0 x 0.9 cm
Weight
0.21 kg.
ISBN13
9781645604785

Sati Sadhwi Kulata (in Oriya)

Himanshu Kumar Hota (Author) · Black Eagle Books · Paperback

Sati Sadhwi Kulata (in Oriya) - Hota, Himanshu Kumar

Physical Book

$ 13.47

$ 16.00

You save: $ 2.53

16% discount
  • Condition: New
It will be shipped from our warehouse between Friday, July 05 and Monday, July 08.
You will receive it anywhere in United States between 1 and 3 business days after shipment.

Synopsis "Sati Sadhwi Kulata (in Oriya)"

ସୀତା ସ୍କୁଲରେ ପାଦ ଦେବା ଦିନଠୁ ତାର ଅନେକ ସାଙ୍ଗ ସୃଷ୍ଟି ହୋଇଛନ୍ତି । ଅନେକ ସ୍କୁଲ ଝିଅଙ୍କ ସହିତ ତା'ର ବଢିଛି଼ ଆତ୍ମୀୟତା । ଅନେକ ଦିନ ଧରି ଅତୁଟ ରହେ ସେ ଅନ୍ତରଙ୍ଗତା । ପୁଣି କେତେ ଜଣଙ୍କ ସହିତ ତା'ର ନୂତନ ଭାବେ ଜାତ ହୁଏ ଆତ୍ମୀୟତା । କେଉଁଠି କେତେବେଳେ ଯୋଡ଼ି ହୁଏ ଅଠାଲଗା କାଗଜ ପରି । ସେଇ ଆତ୍ମୀୟତା, ବନ୍ଧୁତ୍ୱ ବା ସାହଚର୍ଯ୍ୟ ଭିତରେ ସୀତା ସହିତ ଯେଉଁ ଦି' ଜଣ ଝିଅଙ୍କ ଅତୁଟ ରହିଛି ସଂପର୍କ, ସେମାନେ ହେଲେ ମିତା ଓ ଲଳିତା । ଏହି ତିନି ସାଙ୍ଗ ବନ୍ଧୁତ୍ୱର କଷଟିରେ ଅନେକ ଥର ପରୀକ୍ଷିତ ହୋଇଛନ୍ତି । ବନ୍ଧୁତ୍ୱ ଏମାନଙ୍କର ଅତୁଟ, ଅଟଳ ଓ ସୁଦୃଢ଼ । କାଳକ୍ରମେ ଏମାନେ ବାଳିକା ପ୍ରାଥମିକ ବିଦ୍ୟାଳୟର ପାଠ ସମାପ୍ତ କରି ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇଛନ୍ତି । ଉଚ୍ଚ ବିଦ୍ୟାଳୟରୁ କଲେଜକୁ ଯାଇଛନ୍ତି ।ଏମାନଙ୍କ ମଧ୍ୟରୁ ଜଣେ ବଣିକ କନ୍ୟା । ଅନ୍ୟ ଜଣେ କୃଷକ କନ୍ୟା ଓ ଶେଷଟି ଶିକ୍ଷକ କନ୍ୟା । ଏଇ ସହରର ବିଖ୍ୟାତ ବ୍ୟବସାୟୀମାନଙ୍କ ମଧ୍ୟରେ ଲଳିତାର ବାପା ଅନ୍ୟତମ । ମିତାର ବାପା ଜଣେ ବଡ଼ ଚାଷୀ । ସୀତାର ବାପା ଜଣେ ପ୍ରାଇମେରୀ ସ୍କୁଲର ଶିକ୍ଷକ ।A novel about three friends Sita, Mita and Lalita.

Customers reviews

More customer reviews
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews