Libros importados hasta 50% OFF + Envío Gratis a todo USA   Ver más

menu

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Kalpalokara Chhaya (in Oriya)
Type
Physical Book
Language
Oriya
Pages
278
Format
Paperback
Dimensions
21.6 x 14.0 x 1.6 cm
Weight
0.35 kg.
ISBN13
9781645600992

Kalpalokara Chhaya (in Oriya)

Archana Nayak (Author) · Sanghamitra Bhanja (Edited by) · Black Eagle Books · Paperback

Kalpalokara Chhaya (in Oriya) - Nayak, Archana ; Bhanja, Sanghamitra

Physical Book

$ 13.47

$ 16.00

You save: $ 2.53

16% discount
  • Condition: New
It will be shipped from our warehouse between Friday, July 12 and Monday, July 15.
You will receive it anywhere in United States between 1 and 3 business days after shipment.

Synopsis "Kalpalokara Chhaya (in Oriya)"

ପାର୍ଥିବ ଜଗତରେ ଥାଇ ଅପାର୍ଥିବ, ଦୃଶ୍ୟାୟିତ ଜଗତର ଊର୍ଦ୍ଧ୍ୱରେ ଥିବା ଅଦୃଶ୍ୟଲୋକର ରହସ୍ୟାନୁଭୂତିକୁ ଧାରଣ କରିଛି ଏହି 'କଳ୍ପଲୋକର ଛାୟା' ଗଳ୍ପସଂକଳନଟି । ଏହି ସଂକଳନସ୍ଥ ଊଣେଇଶଗୋଟି ଗଳ୍ପରେ ଦୃଶ୍ୟ ଅଦୃଶ୍ୟ ଅନୁଭବର କଥା ରହିଛି । ଅଲୌକିକ ଶକ୍ତିର ସତ୍ୟତା ନିକଟରେ ଯୁକ୍ତିବାଦୀ ବୁଦ୍ଧି ହାର୍ ମାନିବାର ଅନୁଭବ ରହିଛି 'ଅଲୌକିକ' ଗଳ୍ପରେ । ଛାୟା ଦର୍ଶନ ଭଳି ଅଦ୍ଭୁତ ବିଦ୍ୟାର କଥା ରହିଛି 'ଛାୟାଦର୍ଶନ' ଗଳ୍ପରେ । 'ସାକ୍ଷୀ ଠାକୁରାଣୀ' ଗଳ୍ପରେ ଗାଳ୍ପିକଙ୍କ ସ୍ୱ-ଅନୁଭୂତି ଓ ବିଶ୍ୱାସର କଥା ରହିଛି । ମୋକ୍ଷପ୍ରାପ୍ତି ନିମନ୍ତେ ଆକାଂକ୍ଷିତ ଜଣକ ଜୀବନରେ ତୃତୀୟ ନାରୀର ଉପସ୍ଥିତିର ପ୍ରସଙ୍ଗ ରହିଛି 'ତୃତୀୟନାରୀ' ଗଳ୍ପରେ । ବନ୍ଧନ ଜାଲରୁ ମୁକ୍ତ ହେବାପାଇଁ ଚେତନାର ସୂକ୍ଷ୍ମଗଳିର ନିର୍ଦ୍ଦେଶ ରହିଛି 'ଶାପମୁକ୍ତି' ଗଳ୍ପରେ । ଦିବ୍ୟତାକୁ ଧାରଣ କରିବା ନିମନ୍ତେ ନିର୍ଦ୍ଧାରିତ ପୂଜାପଦ୍ଧତି ଅପେକ୍ଷା ଶ୍ରଦ୍ଧା ଏବଂ ପୂର୍ଣ୍ଣବିଶ୍ୱାସର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ ରହିଛି 'ଆମେଲି' ଗଳ୍ପରେ । ମୃତ ଓ ଜୀବିତ ଭିତରେ ଥିବା ସମ୍ପର୍କର ସେତୁର ସ୍ଥିତି ସମ୍ପର୍କରେ ଅଦ୍ଭୁତ ଓ ରୋମାଞ୍ଚକାରୀ ବର୍ଣ୍ଣନା ରହିଛି ହଂସପ୍ରହରୀ ଗଳ୍ପରେ । 'ଅନ୍ୟ ଦୃଶ୍ୟ' ଗଳ୍ପରେ ସ୍ଥୂଳ ଆଖି ଦେଖିପାରୁଥିବା ଦୃଶ୍ୟ ବାହାର ଥିବା ଅଦୃଶ୍ୟ ସତ୍ତାର ବର୍ଣ୍ଣନା ରହିଛି । ଚିତ୍ରରୂପ, ଗଳ୍ପରେ ଦିବ୍ୟ ଅନୁଭବର ଦାର୍ଶନିକ ବର୍ଣ୍ଣନା ରହିଛି । ବିଶ

Customers reviews

More customer reviews
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews