Libros importados con hasta 50% OFF + Envío Gratis a todo USA  Ver más

menu

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Bibidha (in Oriya)
Type
Physical Book
Language
Oriya
Pages
206
Format
Paperback
Dimensions
21.6 x 14.0 x 1.2 cm
Weight
0.27 kg.
ISBN13
9781645603344

Bibidha (in Oriya)

Abasara Beuria (Author) · Black Eagle Books · Paperback

Bibidha (in Oriya) - Beuria, Abasara

Physical Book

$ 13.47

$ 16.00

You save: $ 2.53

16% discount
  • Condition: New
It will be shipped from our warehouse between Friday, June 28 and Monday, July 01.
You will receive it anywhere in United States between 1 and 3 business days after shipment.

Synopsis "Bibidha (in Oriya)"

ଅବସର ବେଉରିଆ ରାଜନୀତି ବିଜ୍ଞାନରେ ଏମ୍].ଏ. ଏବଂ କିଛିଦିନ ଅଧ୍ୟାପନା ପରେ ଜଣେ ବ୍ୟାଙ୍କ ଅଫିସରଭାବେ କାର୍ଯ୍ୟ କରି ବିଦେଶ ସେବାରେ ଯୋଗଦାନ କରିଥିଲେ । କୂଟନୀତିଜ୍ଞ ହିସାବରେ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ଦୂତାବାସରେ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ ଯଥା ଜାପାନ, ମିଆଁମାର, ରୁଷିଆ, ଆମେରିକା, ଶ୍ରୀଲଙ୍କା, ୟୁନାଇଟେଡ୍ ଆରବ ଏମିରେଟ୍]ସ (ୟୁଏଇ) ଏବଂ ମାଡାଗାସ୍]କର । ଏଥି ସହିତ ସେ ବହୁ ଦ୍ୱିପାକ୍ଷିକ ଏବଂ ବହୁରାଷ୍ଟ୍ରୀୟ ସମ୍ମିଳନୀରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିଲେ । ଛାତ୍ର ଜୀବନରୁ ହିଁ ତାଙ୍କର ସାହିତ୍ୟ ପ୍ରତି ରୁଚି ଥିଲା ଓ ତାଙ୍କର କ୍ଷୁଦ୍ରଗଳ୍ପ ବହୁ ଜନପ୍ରିୟ ପତ୍ରିକାରେ ପ୍ରକାଶ ପାଇଥିଲା । ରବିବାସରୀୟ ସାହିତ୍ୟ ସଂସଦ ଓ ଯୁବ ଲେଖକ ସମ୍ମିଳନୀ ଗଠନ ଓ ପରିଚାଳନାରେ ତାଙ୍କର ବିଶେଷ ଭୂମିକା ରହିଥିଲା । ଅବସର ଗ୍ରହଣ ପରେ ସେ ବର୍ତ୍ତମାନ ଭୁବନେଶ୍ୱର ନିବାସୀ ଓ ନିୟମିତ ଭାବେ ଇଂରାଜୀ ଓ ଓଡ଼ିଆ ସମ୍ବାଦପତ୍ରରେ ସ୍ତମ୍ଭକାର ହିସାବରେ ସୁପରିଚିତ । ବର୍ତ୍ତମାନ ସୁଦ୍ଧା ତାଙ୍କର ୫ଟି ପୁସ୍ତକ ପ୍ରକାଶିତ । ସେ ବହୁ ସାମାଜିକ ଓ ସାଂସ୍କୃତି ସଂଗଠନ ସହିତ ସଂପୃକ୍ତ ।

Customers reviews

More customer reviews
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews